No.1 Odia Mp3 Songs High Speed Download Portal
Movie Songs DJ songsAlbum songsBhajana songsSingers CollectionMOREmenu
ଶୁଣନ୍ତୁ ଏବଂ ଡାଉନଲୋଡ୍ କରନ୍ତୁ ପ୍ରତିଦିନର ନୁଆ ଗୀତ କେବଳ OdiaG.in ରେ
4 Idiots 2018 odia movie songs4 Idiots New odia movie All Mp3 songs
Sundargarh Ra Salman Khan-2018 odia movie songsSundargarh Ra Salman Khan movie songs
Human Sagar New SongsHuman Sagar New Odia mp3 Songs
All Odia New Movies-2018 Songs

Odia Sms Zone

ଭାଇ ଓ ଭଊଣି ମାନଙ୍କୁ ମୋର ନମସ୍କାର, ମୁଁ ଗର୍ବ ର ସହିତ କହିବି ମୁଁ ଓଡିଆ, ଓଡିଆଟ୍ୟୁନ୍.ଇନ୍
[copy sms]
ଗୁଣୁଗୁଣୁ ହୁଏ ପାଦର ପାଉଁଜି ସତେ କି ସଂଗୀତ ସ୍ୱର ଆଖିରେ କଜ୍ଜଳ ଦିଶଇ ସଜ୍ଜଳ ଝୁରି ହୁଏ ମନ ମୋର
[copy sms]
ଭାରି ଭଲ ଲାଗେ ଖୁସି ଲାଗେ ଦେଖିବାକୁ ସେହି ଛବି ଭୁଲି ହୁଏ ନାହିଁ ଭୁଲିପାରେ ନାହିଁ ହେଉଥାଏ ସଦାଭାବି
[copy sms]
ଦୁନିଆଁରେ ଯେତେ ବାଧା ଆସିଲେଟି ତୁମକୁ ବନିତା କରି ତୁମରି ମଥାରେ ସତୀର ସିନ୍ଦୁର ପିନ୍ଧାଇବି ହାତେ ଧରି ତୁମେ ଚିରସ୍ରୋତା ମୋ ପ୍ରେମ ଜାହ୍ନବୀ ପବିତ୍ର ହ୍ୄଦୟ ଧରି ସ୍ନେହ ମମତାର ମମତା ପରଶେ ନେଲ ମୋତେ ବଶ କରି
[copy sms]
ସ୍ନେହମୟୀ ମୋର ପ୍ରେମମୟୀ ପ୍ରିୟା ତୁମେ ମୋ ଲାବଣ୍ୟମୟୀ ସ୍ନେହର ଚୁମ୍ୱନ ତୁମରି ଉଦ୍ଦେଶ୍ୟ ଦେଲି ଗୋ ପ୍ରିୟା ପଠାଇ ଚିଠି ଦେଇ ମୁହିଁ ତୁମକୁ ଜଣାଇ ଦେଲି ଆହେ ସସମୀତା ତୁମକୁ ଆଣିବା ପାଇଁ ଯିବି ମୁହିଁ ଅନ୍ୟଥା ନୋହିବ କଥା ମନ୍ଦିର ପ୍ରାଙ୍ଗଣେ ଧର୍ମ ସାକ୍ଷୀ ରଖି ହେବ ଆମ ବାହାଘର ତୁମକୁ ହେ ପ୍ରିୟା କୋଳେ ଧରିଥିବି ତୁମେ ହେବ ଯେ ମୋହର
[copy sms]
ତୁମେ ଯଦି ମୋତେ ଭଲ ପାଉଥାଅ ଆମର ଅମର ପ୍ରୀତି ଆମ ପ୍ରୀତି ସାକ୍ଷୀ ରହିଥିବ ସଦା ସେଦିନ ମିଳନ ରାତି ତୁମରି ଉପରେ ଭରସା ରଖି ମୁଁ ଆଖିଲୁହ ସାକ୍ଷୀ କରି ଦିନ ବିତାଇଛି ଦୁଃଖର ଅଶ୍ରୁରେ ତବ ପାଦ ଆଶ୍ରା କରି ପର ଯଦି ମନେ ଭାବୁଥିବ ତୁମେ ନିଜର ହେବି ମୁଁ କାହାର ତୁମକୁ କଦାପି ଭୁଲି ନ ପାରିବି ତୁମେ ମୋ ହ୍ୄଦର ହାର ତୁମରି ପ୍ରେମରେ ଏ ଜୀବନ ମୋର କରିଛି ମୁଁ ସମର୍ପଣ ମୋ ହ୍ୄଦ ଦେବତା ଦିଅବାରେ ଦେଖା ତୁମକୁ ମୋହରି ରାଣ
[copy sms]
ତୁମରି ରୂପକୁ ହ୍ୄଦୟ ଆଇନା ନିତି ନିତି ଦେଖୁଥାଇ ସତ ଆଇନାରେ ସତ ରୂପ ତୁମ ନିତି ମୋ ପାଶେ ଆସଇ ତୁମେ ମୋତେ ପଛେ ବିବାହ ନ ହୁଅ ଶେଷ ଦେଖା ଯିବ ଦେଇ ମୋହରି ସମାଧି ଦେଖିଯିବ ଥରେ ଆମ ଗାଁ ରାସ୍ତାକୁ ନେଇ
[copy sms]
ତୁମେ କଲେ ପର ଖାଇବି ଜହର ମନେ ମୁଁ କରିଛି ପଣ ତୁମରି ପ୍ରେମରେ ପ୍ରେମିକା ସାଜିବି ନ କରିବ ହଇରାଣ ପ୍ରୀତି ପଥେ କାନ୍ଦେ ତୁମକୁ ସୁମରୀ ତୁମେ ମୋର ପ୍ରାଣଧନ କିପରି ରହିବି ତୁମକୁ ଦୂରେଇ ମନ ହୁଏ ମୋ ଉଚ୍ଛନ୍ନ ତୁମେ ମୋ ସର୍ବସ୍ୱ ତୁମେ ଆହେ ପ୍ରିୟ ନିଅ ତୁମେ ମୋତେ ଧରି ତୁମ ବିନା କେହି ନାହାଁନ୍ତି ଭରସା ତୁମେ ମୋ ପ୍ରେମ ପୂଜାରୀ
[copy sms]
ତୁମେ ପ୍ରାଣଧନ ମୋ ଜୀବନ ଧନ ତୁମେ ମୋର ଗତିମୁକ୍ତି ତୁମରି ପ୍ରେମରେ ପ୍ରେମିକା ସାଜିଛି ଝୁରୁଛି ମୁଁ ଦିବାରାତ୍ରି ତୁମେ ମୋ ସର୍ବସ୍ୱ ତୁମେ ଆହେ ପ୍ରିୟ ନିଅ ତୁମେ ମୋତେ ଧରି ତୁମ ବିନା କେହି ନାହାଁନ୍ତି ଭରସା ତୁମେ ମୋ ପ୍ରେମ ପୂଜାରୀ ସପ୍ତାହକୁ ଥରେ ଚିଠିଖଣ୍ଡେ ଦେଇ ହତାଶା ମନକୁ ନେଇ ଅବୁଝା ମନକୁ ବୁଝାଇବ ପ୍ରିୟ ନିବେଦନ କରେ ମୁହିଁ
[copy sms]
ମେଘ କୁ ମାଗିଲି ବରଷା ଟିକିଏ ତମକୁ ମାଗିଲି ମନ ମେଘ ଢାଲିଦେଲା ଆଶାଢେ ବରଷା ତମେ ଦେଲନି ମନ
[copy sms]
ପ୍ରେମର ରୋଷଣୀ ଜାଳିଯିବି ମୁହିଁ ତୁମ ପାଇଁ ବରବେଶ ପ୍ରେମର ପାଲିଙ୍କି ଝୁଲୁଥିବ ଆମ ଝରୁଥିବ ପ୍ରେମ ହସ ସପନ ବେଦିରେ ତୁମକୁ ବସାଇ ନିତି ବିଭାହୁଏ ମୁହିଁ ସ୍ୱପନ ଆମର ସତ ହେବ ପ୍ରିୟା ତୁମ କୋଳେ ଥିବି ରହି ପ୍ରେମସିନ୍ଧୁ ତୀରେ ମୋ ପ୍ରେମ ବାନ୍ଧବୀ ତୁମକୁ କୋଳରେ ପାଇ ସାଗର କୂଳରେ ଥିବ ତୁମେ କୋଳେ ହସୁଥିବ ଫେଇ ଫେଇ
[copy sms]
ପାହିଯିବ ରାତି ରହିଯିବ କଥା ପ୍ରେମ ହେବ ଆମ ବାସୀ ତୁମକୁ କିପରି ଭୁଲିବି ଗୋ ପ୍ରିୟା ତୁମେ ମୋର ପ୍ରିୟା ରାଶି ଚିଠି ଦେଲି ପ୍ରିୟା ପାଶେ ଯିବି ମୁହିଁ ତୁମକୁ ଆଣିବା ପାଇଁ ସେଦିନ ଯେ କେହି ବାଧା ଦେବା ପାଇଁ ନଥିବେ ଗୋ ପ୍ରାଣ ସହି ନିଦାଘ ବରଷା ଆମ ସାଥି ହେବ ପ୍ରୀତି ପଥେ ହେବ ସାଥି ତୁମେ ପ୍ରାଣପ୍ରିୟା ମୋ ହ୍ୄଦ ଚନ୍ଦ୍ରମା ସାକ୍ଷୀ ଥିବ ଆମ ପ୍ରୀତି ଚିଠି ପାଇ ତୁମେ ସଜ ହୋଇଥିବ ମୋ ସାଥେ ଆସିବା ପାଇଁ ତେଣୁ ମୁଁ ଆଗୁଆ ଦେଲି ପ୍ରିୟା ଚିଠି ମୋ ମନ କଥା ଦେଲି ବୁଝାଇ
[copy sms]
ସେ ସମୟ ଆମ ଯାଇଛି ଦୂରେଇ ସାଜି ଆମେ ପ୍ରେମପ୍ରେମୀ ତୁମକୁ କୋଳରେ ଧରି ମୁଁ ସ୍ୱପନ ଦେଖୁଥିବି ଗୋ ମୋ ମାନିନୀ କେତେ ମନୋହର ନୀଳନୟନାର ପୋଟଳଚିରା ସେ ଆଖି ବାରମ୍ୱାର ତା'ର ମନେ ପଡୁଥିବ ଯିଏ ଥିବ ଥରେ ଦେଖି କ୍ୄଷ୍ଣଚୂଡା ଫୁଲ ପେନ୍ଥା ପେନ୍ଥା ଦିଶେ ସୁନା ଦୁବ କେରି କେରି ମନେ ମୋ ପଡୁଛି ସେଦିନ କେମିତି ଚାହୁଁଥିଲ ଫେରି ଫେରି
[copy sms]
ହେ ପ୍ରାଣ ସଜନୀ ବିତୁନି ରଜନୀ ଲେଖୁଅଛି ଲଭ୍ ଲେଟର୍ ମୋ ଆଖିରେ ତୁମେ ରେଡ୍ ରୋଜ୍ ପରି ସବୁଠାରୁ ଅଟ ବେଟର୍ ବଉଳ ଗଛର ଛାଇ ତଳେ ତୁମେ ବସିଥିଲ ସଖୀ ମେଳେ ଲୁଚି ଲୁଚି ମୁହିଁ ଦେଖିଲି ତା'ପରେ ମାତିଗଲ ପୁଚି ଖେଳେ
[copy sms]
ଆଖିରେ ଆଖିରେ ହୋଇ ସାରିଅଛି କେତେ ଭାବ ଦିଆନିଆ ବୁଝିବାକୁ ଆଉ ବାକୀ ନାହିଁ କିଛି ଏଇ ପ୍ରେମ ନୂଆ ନୂଆ ସତ ମୁଁ କହୁଛି ନିଜର କରିବି ତୁମକୁ ଆଜିଠାରୁ ଫର୍ ଏଭର୍ ଭୁଲିବିନି କେବେ ତୁମ ପ୍ରେମ ଏଇ ଜୀବନରେ ନେଭର୍ ଆମ ଜୀବନର ଚଲାପଥରେ କି ହୋଇବ କୁସୁମ ବରଷା ଫୁଲ ନ ବର୍ଷିଲେ କଣ୍ଟା ଫୁଟିବନି ରହିଛି ଏତିକି ଭରସା
[copy sms]
ମୋର ମନକଥା କଲେ ଅନୁଭବ ନିଶ୍ଚୟ ଦବ ଆନସର ନ ଦେଲେ ଜାଣିବି ଏଇ ଲାଇଫରେ ନାହିଁ କେହି ମୋ ପାର୍ଟନର ମୋ ମନ ଭିତରେ ଲୁଚିଛି ଯେ ଛବି ପାରିନି ଦେଖାଇ କାହାକୁ ଦେଖିଲେ ଦେଖିବ ମାତ୍ର ସେଇ ଜଣେ ଭଲ ମୁଁ ପାଇଛି ଯାହାକୁ ତୁମେ ପ୍ରିୟା ମୋର ମୋ ହ୍ୄଦ ସୁନ୍ଦରୀ ତୁମକୁ ଭୁଲି ନ ପାରେ ଜୀବନ ତନ୍ତୁରେ ତୁମକୁ ମୋ ରାଣୀ କରିନେଇଛି ମୁ୍ଁ ବାରେ
[copy sms]
ତୁମେ ହାସ୍ୟମୟୀ ତୁମେ ଲାସ୍ୟମୟୀ ତୁମେ ମୋର ପ୍ରୀତି ସାଥି ତୁମକୁ ମୁରୁଛି କିପରି ରହିବି ସ୍ଥିର ହୁଏ ନାହିଁ ମତି କେତେ ଦୂରେ ଚାନ୍ଦ କେତେ ଦୂରେ କଇଁ ଅଭେଦ ପ୍ରୀତି ତାଙ୍କର କେହି କ'ଣ କେବେ ଭୁଲି ଯେ ପାରଇ ପ୍ରେମିକା ପ୍ରେମିକ ତା'ର
[copy sms]
ଘେନିବ ପ୍ରଣାମ ମୋ ଜୀବନ ଧନ ଏ ଦାସୀ ମିନତି କରେ ତୁମରି ପ୍ରେମରେ ପାଗଳୀନି ସାଜି ସସ୍ମିତା ତୁମର ଝୁରେ ମୋ ଭାଗ୍ୟକୁ ନେଇ ବିଶ୍ୱାସ ମୁଁ କରି ତୁମରି ପଥକୁ ଚାହିଁ ଚୀରକୁମାରୀ ମୁ୍ଁ ହୋଇଣ ରହିବି ତୁମ ରୂପ ଛବି ଚାହିଁ ସତରେ ପ୍ରେୟସୀ ମୋର ସାଙ୍ଗେ ଯଦି ହୋଇଯିବ ତମେ ଫିଟିଙ୍ଗ୍ ଜାଣିବି ଜୀବନେ ସକସେସ୍ ହେଲି ଆମ ଯୋଡି ହବ ମ୍ୟାଚିଙ୍ଗ୍
[copy sms]
ସାରା ଦୁନିଆଁରେ ସବୁ ଫୁଲ ଠାରୁ ସୁନ୍ଦର ତ ହସଫୁଲ ହସ ଫୁଲଟିକୁ ଭଲ ପାଏ ଯିଏ ସେଇ ଅଟେ ସିନା ଭଲ ସୁନୀଳ ଆକାଶେ ଟିକି ବାର୍ଡ ଦୁହେଁ କରିବା ତ ଆମେ ଫ୍ଲାଇଙ୍ଗ୍ ଜୀବନର ସବୁ ସୁଖ ସପନକୁ କରିବା ଏଥର ଟ୍ରାଇଙ୍ଗ ସଜା ଫୁଟା ଫୁଲ ମୁହଁଟି ତୁମର ଲାଜ ଲାଜ ଭରା ହସ ଆଖିରେ ଆଖିଏ ସପନ ଲୁଚିଛି ଭାଙ୍ଗୁଛି ସଦା ଅଳସ ତୁମକୁ ମୁଁ ଝୁରି ରହିବି ଦେବତା ତୁମରି ପ୍ରେମକୁ ଚାହିଁ ଏ ଜୀବନେ ଯଦି ନ ପାଇ ପାରିବି ଆର ଜନ୍ମଯାଏ ମୁହିଁ
[copy sms]
ଗ୍ରିଶ୍ମର ପ୍ରଚଣ୍ଡ ତାପସହି ,ଫଗୁଣର ପତ୍ର ଝଡାପରେ, ତଥାପି ବୃକ୍ଷ ଟିଏ ଚାହିଁ ଥାଏ ପୁନର ଜନ୍ମ ପାଇଁ.ବୃକ୍ଷ ପରି ମୁବି ଦୌଡୁଛି କଣ୍ଟକିତ ପଥରେ ଅଣ ନିଶ୍ଵାଶି ହୋଇ,ସତେକି ତୁମକୁ ପାଇବା ଆଶାରେ,କରୁଛ ମୋ ମନକୁ ମରୁଦ୍ୟନ ଭଙ୍ଗେଇଦେଉଛ ମୋ ରଙ୍ଗିନ ସପ୍ନ ତଥାପି ତୁମକୁ ପାଇବା ଆଷାରେ।
[copy sms]
1 2 3 Next
Home»»Odia Sms Zone
oriya odia funny sms,joke,shayeri,maja,hasa katha,gapa,friendship,sad,love,romantic,sms,free for facebook,twitter
Odia Movie Songs(a-z)Odia DJ mix songsOdia Album songs(a-z)Odia Bhajana songs(a-z)Odia Singers CollectionOdia Dhoka-Sad SongsOdia Jatra songsOdia TV serial songsOdia Special songsLatest Odia SongsSarthak FM SongsWhatsapp StatusOdia Sms ZoneOdia Songs LyricsTips & Tricks zoneCooking RecipesDisclaimerContact Us
Odia Songs High Speed Download U can Feel
OdiaG.in © 2016-18